Social Wing
(LIVE) जागो Comfort Zone से बाहर निकलो | International Yoga Day | B.K. Poonam
Social Wing
21st June 2020 Yoga For Health & Happiness||E-Seminar||International Yoga Day||BrahmaKumari Poonam
Media Wing
Dry food and masks have been distributed by Brahmakumaris Ishwariya Vishwa Vidyalaya in Cuttack.
Brahmakumaris brothers/sisters met Telugu sahi dwellers at the Press Square and Khannagar riverside, including some students from outside the state, distributed dry food, masks and spiritual books. Senior Rajyoga Teacher Brahmakumari Sulochana, Journalist Jagannath Prasad Mohanty, Cine Director Ashish Bhattacharya, Brahmakumar Pratap, Brahmakumar Sadhan, Brahmakumari Sipra, Brahmakumari Reena and Brahmakumari Sandhya were present.
କଟକ, ଝାଞ୍ଜିରୀମଙ୍ଗଳା ନିକଟ ସାମ ସାହିରେ ୩୦ଟି ପରିବାରକୁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯାଇଛି꘡ସହରରେ ଅଟକି ରହିଥିବା ବାହାର ରାଜ୍ୟର କିଛି ଛାତ୍ରଙ୍କ ସମେତ ପ୍ରେସ ଛକସ୍ଥିତ ତେଲୁଗୁ ବସ୍ତି ଏବଂ ଖାନନଗର ନଦୀକୂଳ ବସ୍ତିବାସିନ୍ଦାଙ୍କୁ ବ୍ରହ୍ମାକୁମାର/କୁମାରୀମାନେ ଭେଟି ଶୁଖିଲା ଖାଦ୍ୟ, ମାସ୍କ ଓ ଆଧ୍ୟାତ୍ମିକ ପୁସ୍ତକ ବଣ୍ଟନ କରିଥିଲେ꘡ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ସୁଲୋଚନାଙ୍କ ନେତୃତ୍ୱରେ ସାମ୍ବାଦିକ ଜଗନ୍ନାଥ ପ୍ରସାଦ ମହାନ୍ତି, ସିନେ ନିର୍ଦେଶକ ଆଶିଷ ଭଟ୍ଟାଚାର୍ଯ୍ୟ, ବ୍ରହ୍ମାକୁମାର ପ୍ରତାପ, ବ୍ରହ୍ମାକୁମାର ସାଧନ,ବ୍ରହ୍ମାକୁମାରୀ ସିପ୍ରା, ବ୍ରହ୍ମାକୁମାରୀ ରୀନା ଓ ବ୍ରହ୍ମାକୁମାରୀ ସନ୍ଧ୍ୟା ଏହି ସେବାକାର୍ଯ୍ୟରେ ସହଯୋଗ କରିଥିଲେ꘡
Media Wing
Discussion with Brahmakumari Sulochana on the Narimahal program aired by Akashwani Cuttack.
ଆକାଶବାଣୀ କଟକ ଦ୍ୱାରା ପ୍ରସାରିତ ନାରିମହଲ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସୁଲୋଚନାଙ୍କ ସହିତ ଆଲୋଚନା꘡ବିଷୟ : “ସନ୍ତୋଷ ହେବା, ଖୁସି ରହିବା꘡“
-
Brahmakumaris cuttack2 years agoRajyogini Dr. Kamlesh Didi ji , Director Cuttack Subzone awarded by Doctorate Degree for her Social service
-
Brahmakumaris cuttack8 months agoSanman Samaroh, Keonjhar | Sukh Shanti Sarovar | BK Jayanti , BK Kamlesh , BK Sulachana, BK Bindu
-
Jurist Wing11 months agoNATIONAL JURISTS CONFERENCE ON “SPIRITUAL POWER FOR HEALTHY AND LAWFULL SOCIETY “
-
Scientist & Engineers Wing4 weeks ago
ଜୀବନର ଇଞ୍ଜିନିୟରିଂ | Engineering of Life | Er. BK Fakir Mohan Das





