Connect with us

Medical Wing

E – Seminar on “Antim Samaya ki Tayari”

Published

on

Media Wing

Dry food and masks have been distributed by Brahmakumaris Ishwariya Vishwa Vidyalaya in Cuttack.

Published

on

By

Brahmakumaris brothers/sisters met Telugu sahi dwellers at the Press Square and Khannagar riverside, including some students from outside the state,  distributed dry food, masks and spiritual books. Senior Rajyoga Teacher Brahmakumari Sulochana, Journalist Jagannath Prasad Mohanty, Cine Director Ashish Bhattacharya, Brahmakumar Pratap, Brahmakumar Sadhan, Brahmakumari Sipra, Brahmakumari Reena and Brahmakumari Sandhya were present.

କଟକ, ଝାଞ୍ଜିରୀମଙ୍ଗଳା ନିକଟ ସାମ ସାହିରେ ୩୦ଟି  ପରିବାରକୁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯାଇଛି꘡ସହରରେ ଅଟକି ରହିଥିବା ବାହାର ରାଜ୍ୟର କିଛି ଛାତ୍ରଙ୍କ ସମେତ ପ୍ରେସ ଛକସ୍ଥିତ ତେଲୁଗୁ ବସ୍ତି ଏବଂ ଖାନନଗର ନଦୀକୂଳ ବସ୍ତିବାସିନ୍ଦାଙ୍କୁ ବ୍ରହ୍ମାକୁମାର/କୁମାରୀମାନେ ଭେଟି ଶୁଖିଲା ଖାଦ୍ୟ, ମାସ୍କ ଓ ଆଧ୍ୟାତ୍ମିକ ପୁସ୍ତକ ବଣ୍ଟନ କରିଥିଲେ꘡ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ସୁଲୋଚନାଙ୍କ ନେତୃତ୍ୱରେ ସାମ୍ବାଦିକ ଜଗନ୍ନାଥ ପ୍ରସାଦ ମହାନ୍ତି, ସିନେ ନିର୍ଦେଶକ ଆଶିଷ ଭଟ୍ଟାଚାର୍ଯ୍ୟ, ବ୍ରହ୍ମାକୁମାର ପ୍ରତାପ, ବ୍ରହ୍ମାକୁମାର ସାଧନ,ବ୍ରହ୍ମାକୁମାରୀ ସିପ୍ରା, ବ୍ରହ୍ମାକୁମାରୀ ରୀନା ଓ ବ୍ରହ୍ମାକୁମାରୀ ସନ୍ଧ୍ୟା ଏହି ସେବାକାର୍ଯ୍ୟରେ ସହଯୋଗ କରିଥିଲେ꘡

 

Continue Reading

Brahma Kumaris Cuttack